Download Now Banner

This browser does not support the video element.

ଜୁନାଗଡ: କଦଳୀମୁଣ୍ଡା ଛକ ନିକଟରେ ବାଇକ ରୁ ଖସି ମହିଳା ଗୁରୁତର

Junagarh, Kalahandi | Sep 9, 2025
ଗୋଲାମୁଣ୍ଡା ଥାନା କଦଳୀମୁଣ୍ଡା ଛକ ନିକଟରେ ମଙ୍ଗଳବାର ସକାଳ ୯ ଟା ରେ ବାଇକ ରୁ ଖସି ଜଣେ ମହିଳା ଗୁରୁତର ହୋଇଥିଲେ। ଗୁରୁତର ମହିଳା ଜଣକ ହେଲେ ଜୁନାଗଡ଼ ଥାନା ବଣ୍ଡାକୁଟୁରା ଗାଁ ର ଶୈଳୀସୁତା ନିଆଲ। ବାଇକ ଯୋଗେ ନିଜ ଗାଁ ରୁ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଯାଉଥିବା ବେଳେ କଦଳୀମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଗୁରୁତର ହୋଇଥିଲେ।ତାଙ୍କୁ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇଥିଲେ।
Read More News
T & CPrivacy PolicyContact Us