Download Now Banner

This browser does not support the video element.

ସୋନପୁର: ସଦର କୋଶଳ ଉଚ୍ଚ ବିଦ୍ୟାଳୟରେ ଏକ ଅଭିନବ ଭାବରେ ଗୁରୁପୂଜନ ଉତ୍ସବ ପରିପାଳିତ ହୋଇଯାଇଛି |

Sonapur, Subarnapur (Sonepur) | Sep 5, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର କୋଶଳ ଉଚ୍ଚ ବିଦ୍ୟାଳୟରେ ଏକ ଅଭିନବ ଭାବରେ ଗୁରୁପୂଜନ ଉତ୍ସବ ପରିପାଳିତ ହୋଇଯାଇଛି | ପାଖାପାଖି 6 ଟି ଜିଲ୍ଲାରୁ ସୁନାମଧନ୍ୟ ପ୍ରାୟ 15 ଜଣ ଅବସରପ୍ରାପ୍ତ ଓ କର୍ମରତ ଶିକ୍ଷକମାନଙ୍କୁ କୋଶଳ ଉଚ୍ଚ ବିଦ୍ୟାଳୟ ତରଫରୁ ନିଆରା ଢଙ୍ଗରେ ପୂଜନ କରାଯାଇ ଶ୍ରେଷ୍ଠ ଗୁରୁ ସମ୍ମାନ -2025 ରେ ସମ୍ମାନିତ କରାଯାଇଥିଲା | ଇତ୍ୟବସରରେ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଓ ଉପ-ଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ ଯୋଗ ଦେଇ
Read More News
T & CPrivacy PolicyContact Us