This browser does not support the video element.
ବୌଦ୍ଧ ସଦର: ବୌଦ୍ଧରେ ପହଁଚି ପୂର୍ବତଟ ରେଲୱେ ଜୋନାଲ ମ୍ୟାନେଜର ବୌଦ୍ଧରୁ ପୁରୁଣାକଟକ ରେଳଲାଇନର କଲେ ନିରୀକ୍ଷଣ
Baudh Sadar, Boudh (Bauda) | Jun 10, 2025
ଆଜି ସନ୍ଧ୍ୟା ୬ଟା ସମୟରେ ମିଳିଥିବା ସୂଚନା ଅନୁସାରେ l ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନର ପୁଣି ଥର ଯାଞ୍ଚ କରିଛନ୍ତି ପୂର୍ବତଟ ରେଳ ବିଭାଗର ଜି ଏମ ପରମେଶ୍ୱର ପଙ୍କୱାଲ l ମଙ୍ଗଳବାର ଦିନ ସ୍ୱତନ୍ତ୍ର ନିରୀକ୍ଷଣ ରେଳରେ ବୌଦ୍ଧ ଜିଲ୍ଲାରେ ପହଁଚି ପ୍ରଥମେ ବୌଦ୍ଧ ରେଲୱେ ଷ୍ଟେସନର ନିରୀକ୍ଷଣ କରିବା ସହ ଜିଲ୍ଲା ଷ୍ଟାଡିୟମକୁ ବୁଲି ଦେଖିଥିଲେ l ଅପରାହ୍ନରେ ବୌଦ୍ଧରୁ ପୁରୁଣା କଟକ ରେଲୱେ ଷ୍ଟେସନ ପହଁଚି ଷ୍ଟେସନ ପରିଦର୍ଶନ କରିଥିଲେ l