Install App
jsdaanesh
This browser does not support the video element.
ବ୍ରଜରାଜନଗର: ଓପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରଜରାଜନଗର ତରଫରୁ ସ୍ୱଚ୍ଛ ବିଦ୍ୟାଳୟ ତଥା ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ
Brajarajnagar, Jharsuguda | Sep 15, 2024
ଝାରସୁଗୁଡା ଜିଲ୍ଲା ଓପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରଜରାଜନଗର ତରଫରୁ ସ୍ୱଚ୍ଛ ବିଦ୍ୟାଳୟ ତଥା ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ପାଳିତ ଆଜି ସକାଳ ସମୟରେ ହୋଇଯାଇଛି l ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଙ୍କ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!