Install App
abmahapatra2006
This browser does not support the video element.
ନୂଆପଡା: ନୂଆପଡ଼ା ପୋଲିସ ପକ୍ଷରୁ ୭୬କିଲୋ ଗଞ୍ଜେଇ ଜବତ ନେଇ ପୋଲିସ ମୁଖ୍ୟାଳୟ ରେ ନୂଆପଡ଼ା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ
Nuapada, Nuapada | Sep 11, 2025
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗତକାଲି ନୂଆପଡ଼ା ପୋଲିସ ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ୭୬ କିଲୋ ଗଞ୍ଜେଇ ଜବତ କରିବା ସହ ୧୮ଜଣ ଙ୍କୁ ଗିରଫ କରାଯିବ ନେଇ ସୂଚନା ଦେଇଛନ୍ତି।ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!