Install App
prashantakumar79
This browser does not support the video element.
କାଲିମେଳା: କାଲିମେଳା ମିଶନ ଶକ୍ତି ଗୃହ ଠାରେ ସମନ୍ଵିତ ଶିଶୁ ବିକାଶ ବିଭାଗ ପକ୍ଷ୍ୟରୁ ରାଷ୍ଟ୍ରୀୟ ପୋଷଣ ଦିବସ 2025 ପାଳିତ
Kalimela, Malkangiri | Sep 24, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାରେ ଥିବା ମିଶନ ଶକ୍ତି ଭବନ ଠାରେ ରାଷ୍ଟ୍ରୀୟ ପୋଷଣ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କାଲିମେଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁବାସୀନୀ ସୋଡ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିପିଓ ଶ୍ରୀମତୀ ଅନ୍ନପୂର୍ଣା ବୁରୁଦା ଯୋଗ ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!