This browser does not support the video element.
ପୁରୀ ମ୍ୟୁନିସିପାଲଟି: କାଠମାଣ୍ଡୁରେ ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦଙ୍କୁ 2 ସ୍ଵର୍ଣ୍ଣ, ସାଲବେଗ ପୀଠରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Puri M, Puri | Aug 25, 2025
ନେପାଳ ରେ ଓଡ଼ିଆ ପୁଅଙ୍କୁ 2 ସ୍ଵର୍ଣ୍ଣ ।କାଠମାଣ୍ଡୁ ରେ ଚମକିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ ।ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତା ରେ ବାଜିମାତ କରିଛନ୍ତି ଦେବୀ ।ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ 15 ଅଗଷ୍ଟ ରୁ 17 ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇ 2 ଟି ପଦକ ଜିତିଛନ୍ତି ।ଜୁନିଅର ବିଭାଗର 120 କେଜି ବର୍ଗ ଡେଡ୍ ଲଫ୍ଟିଂ ରେ ସ୍ୱର୍ଣ୍ଣ ହାତେଇବା ସହ ସାମଗ୍ରିକ ଶକ୍ତି ଉତ୍ତୋଳନ ରେ ସ୍କ୍ୱାଟ,ବେଞ୍ଚ ପ୍ରେସ ରେ ସେ ହାତେଇଛନ୍ତି ଅନ୍ୟ ଏକ ସ୍ଵର୍ଣ୍ଣ ।