This browser does not support the video element.
ବଲାଙ୍ଗୀର: କୁରୁଲ ଗ୍ରାମରେ ଅଭାବନୀୟ ଘଟଣା ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
Balangir, Balangir | Aug 23, 2025
କୁରୁଲ ଗ୍ରାମରେ ଅଭାବନୀୟ ଘଟଣା ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ପୁଇଁତଲା ଥାନା ଅଧୀନସ୍ଥ କୁରୁଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଜଣେ ବ୍ୟକ୍ତି ପ୍ରକାଶ ମାଝୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛନ୍ତି। ସ୍ଥାନୀୟଙ୍କୁ ସୂଚନା ମିଳିବା ପରେ ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ଶବବ୍ୟବଚ୍ଛେଦ ପାଇଁ ଆଜି ରାତି ୭ଟା ସମୟ ରେ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ୍ କୁ ପଠାଇଛନ୍ତି। ଏହି ଘଟଣାର ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ, ପୋଲିସ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।