This browser does not support the video element.
ବଲାଙ୍ଗୀର: ବହିରାସର୍ ନିକଟରେ ଥିବା ନମସ୍ତେ ରୋଡ୍ରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର , ଭିମଭୋଇ ମେଡିକାଲ୍ରେ ଭର୍ତ୍ତି ।
Balangir, Balangir | Aug 7, 2025
ବହିରା ସର୍ ନିକଟ ରେ ଥିବା ନମସ୍ତେ ରୋଡ୍ରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର , ଭିମଭୋଇ ମେଡିକାଲ୍ରେ ଭର୍ତ୍ତି । ବହିରାସର୍ ନିକଟରେ ଥିବା ନମସ୍ତେ ରୋଡ ଉପରେ ଏକ ବାଇକ୍ ଦୁର୍ଘଟଣା ଘଟିଥିବା ଘଟଣା ଆଜି ରାତିରେ ଘଟିଛି। ଜଣେ ବାଇକ୍ ଚାଳକ ଭାରସମ୍ୟ ହରାଇ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସେ ହେଲେ ରମେଶ ପୋଡ଼, ଯିଏ ତରଭା ଅଞ୍ଚଳ ର ବାସିନ୍ଦା ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଭିମାଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ନେଇଯାଇଥିଲେ। ଦୁର୍ଘଟଣା ପରେ ଆଜି ରାତି ପ୍ରାୟ ୯ଟା ସମୟରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।