Download Now Banner

This browser does not support the video element.

ଗାଇସିଲେଟ୍: ରେମତା ହାଇସ୍କୁଲର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଶିକ୍ଷା ଅଧିକାରୀ

Gaisilet, Bargarh (Baragarh) | Mar 27, 2025
ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ ରେମତା ହାଇସ୍କୁଲର 32ତମ ବାର୍ଷିକ ଉତ୍ସବ ଆଜି ସକାଳ 10.30ଟା ସମୟରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବଢ଼େଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଓ ମୁଖ୍ୟ ବକ୍ତା ଭାବରେ crcc ଲୁପାନଚନ ବାରିକ ଙ୍କ ସମେତ ସମ୍ମାନିତ ଅତିଥି ସରପଞ୍ଚ ବିନୟ ଗଡ଼ତିଆ, ପୂର୍ବତନ ସ୍କୁଲ ପରିଚାଳନା କମିଟି ସଭାପତି ଧିରୋଜ ପ୍ରଧାନ ଓ ଦିବ୍ୟ କିଶୋର ବେହେରା ପ୍ରମୁଖ ଯୋଗଦେଇଥିଲେ।ଅତିଥି ମାନେ ଆଧ୍ୟାତ୍ମିକ ଶିକ୍ଷା ହୀ ଚରିତ୍ର ଗଠନ ର ମାର୍ଗ ଦର୍ଶାଏ ବୋଲି ମତବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us