Download Now Banner

This browser does not support the video element.

ଛତ୍ରପୁର: ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Chhatrapur, Ganjam | Nov 5, 2024
ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରରେ ଗଞ୍ଜାମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ସୁଶାନ୍ତ କୁମାର ଦାଶ, ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ସୁଚିତ୍ରା ପାଣିଗ୍ରାହୀ, ଏବଂ ସମ୍ମାନିତ ଅତିଥି ଭାବେ ଏ. ବି.ଓ. ଶ୍ରୀମତୀ ସଂଯୁକ୍ତା କୁମାରୀ ବେହେରା, ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ଦାଶ, ଖଲ୍ଲିକୋଟ ବ୍ଲକ ଶିକ୍ଷାଧିକାରୀ ସଦ୍ୟସମାନ ପଣ୍ଡା, ସି. ଆର. ସି. ସି. ପ୍ରମୁଖ ଯୋଗ ଦେଇଥିଲେ l
Read More News
T & CPrivacy PolicyContact Us