This browser does not support the video element.
ଜଗତସିଂହପୁର: ଆଜି AICC ପର୍ଯ୍ୟବେକ୍ଷକ ଶ୍ରୀ ଏମ ଲିଜୁ ଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ମୁନିସିପାଲିଟି କୁ ନେଇ ସଂଗଠନ ସୃଜନ ଅଭିଯାନ କାର୍ଯକ୍
Jagatsinghapur, Jagatsinghpur | Sep 4, 2025
ଆଜି AICC ପର୍ଯ୍ୟବେକ୍ଷକ ଶ୍ରୀ ଏମ ଲିଜୁ ଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ମୁନିସିପାଲିଟି କୁ ନେଇ ସଂଗଠନ ସୃଜନ ଅଭିଯାନ କାର୍ଯକ୍ରମ ପାରାଦ୍ୱୀପ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ I ଜିଲ୍ଲା ସଂଯୋଜକ ଶ୍ରୀ ନଟବର ବାରିକ ଙ୍କ ସହ ଉପସ୍ଥିତି ରହି ପାରାଦ୍ବୀପ ର ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଲୁ I ଏହି କାର୍ଯ୍ଯକ୍ରମ ରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ର ସମସ୍ତ କଂଗ୍ରେସ କାର୍ଯ୍ଯକର୍ତ୍ତା ଯୋଗଦେଇ ନୂତନ ସଭାପତି ଚୟନ ପାଇଁ ପର୍ଯ୍ଯବେକ୍ଷକଙ୍କୁ ନିଜର ମତାମତ ଦେଲେ I