Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ପୌର ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଅଛି

Phulabani Town, Kandhamal | Aug 31, 2025
ଫୁଲବାଣୀ ପୌର ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଅଛି।ଜାତୀୟ ପତକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସମସ୍ତ ପରିଷଦ ବର୍ଗ ର ସଭ୍ୟ ମାନେ ମିଳିତ ଭାବେ ସହର ପରିକ୍ରମା କରିଥିଲେ.। କନ୍ଧମାଳ ଜିଲ୍ଲାପାଳ, ବହୁ ପ୍ରଶାସନିକ ଅଧିକାରୀ ଙ୍କ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପାଧ୍ୟକ୍ଷ ଙ୍କ ସମତେ ସମସ୍ତ କର୍ମଚାରୀ , କାଉନସିଲର ମାନେ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us