This browser does not support the video element.
ଓରିଏଣ୍ଟ: ବ୍ରଜରାଜନଗର ଥାନା ଅଞ୍ଚଳରୁ ପୋଲିସ ପକ୍ଷରୁ ୩ କେଜି ୪୮୦ ଗ୍ରାମ ଗଂଜେଇ ଜବତ, ୨ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ
Orient, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୋଲିସ ବେଇଆନ ଗଂଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତ କୁ ଗିରଫ କରି ପୋଲିସ ଆଜି ଦିନ ଚାରିଟା ସମୟରେ କୋର୍ଟ ଚାଲାଣ କରିଛି l ବ୍ରଜରାଜନଗର ଥାନା ଅଞ୍ଚଳରେ ବେଆଇନ ଗଂଜେଇ ବିକ୍ରି ଚାଲିଥିବା ନେଇ ପୋଲିସ କୁ ସୂଚନା ମିଳିବା ପରେ ଏକ ଟିମ ତୁରନ୍ତ ଚଢ଼ାଉ କରିଥିଲା l ଚଡାଉ ସମୟରେ ୩ କେଜି ୪୮୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ବ୍ରଜରାଜନଗର ର ସୁକେଶ ସିଂ ଏବଂ ରାମଶଙ୍କର ସିଂ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି l ଅଭିଯୁକ୍ତ ମାନଙ୍କ ନିକଟରୁ ୩୨,୪୦୦ ଟଙ୍କା