Install App
kishoreacharya
This browser does not support the video element.
ଆନନ୍ଦପୁର: ଶିକ୍ଷକ ଅଭାବକୁ ନେଇ ବାରିଗାଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ, ସ୍କୁଲ ଫାଟକରେ ତାଲା ପକାଇଲେ#jansamasya
Anandapur, Kendujhar | Sep 9, 2025
ଆନନ୍ଦପୁର ଉପଖଣ୍ଡ ବାରି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୩ଜଣ ଶିକ୍ଷକ ଥିବାରୁ ଶିକ୍ଷାଦାନ ହୋଇପାରରୁନି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ।
Share
Read More News
T & C
Privacy Policy
Contact Us
Your browser does not support JavaScript!