Download Now Banner

This browser does not support the video element.

ଢେଙ୍କାନାଳ ସଦର: ଚଷାପଡା ଓ ଗଙ୍ଗାଧର ପ୍ରସାଦ ଗ୍ରାମ ନିକଟ ସ୍ମଶାନକୁ ନେଇ ଦୁଇ ଗ୍ରାମ ମଧ୍ୟରେ ମୁହାଁମୁହିଁ

Dhenkanal Sadar, Dhenkanal | Sep 1, 2025
ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଚଷାପଡ଼ା ଗ୍ରାମ ନିକଟରେ ଥିବା ଏକ ସ୍ମଶାନର ପ୍ରାଚୀର ନିର୍ମାଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଚଷାପଡ଼ା ଗ୍ରାମ ଓ ଗଙ୍ଗାଧର ପ୍ରସାଦ ୨ଗ୍ରାମ ନିକଟରେ ଥିବା ଏକ ସ୍ମସ୍ଥାନକୁ ନେଇ ଉଭୟ ଗ୍ରାମ ମଧ୍ୟରେ ଉତେଜନା ଦେଖିବାକୁ ମିଳିଛି । ୨ଗ୍ରାମ ବାସୀ ମୁହାଁମୁହିଁ ହୋଇଥିବା ବେଳେ ଭାପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।
Read More News
T & CPrivacy PolicyContact Us