Download Now Banner

This browser does not support the video element.

ବାସୁଦେବପୁର: ଶୁକଦେବପୁର ଛକ ନିକଟରେ ବାଇକ ଧକାରେ ଜଣେ ଗୁରୁତର, ମେଡିକାଲ ରେଭର୍ତି

Basudebpur, Bhadrak | Apr 12, 2024
ଶୁକଦେବପୁର ଛକ ନିକଟରେ ବାଇକ ଧକାରେ ଜଣେ ଗୁରୁତର । ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲ ରେ ଭର୍ତି କଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଶୁକଦେବପୁର ଛକ ନିକଟରେ ଅପରାହ୍ନ 5ଟାରେ । ବ୍ୟକ୍ତି ଜଣକ ସାଇକେଲ ରେ ଯାଉଥିବାବେଳେ ଏକ ବାଇକ ଧକା ଦେଇ ଫେରାର ହେଇଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ । ଗୁରୁତର ବ୍ୟକ୍ତି ନିକଟସ୍ଥ ଅଂଚଳର ଗଜେନ୍ଦ୍ର ପ୍ରସାଦ ବାରିକ ।
Read More News
T & CPrivacy PolicyContact Us