This browser does not support the video element.
ସୋନପୁର: ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ମିଳନୀ କକ୍ଷ ଠାରେ ପ୍ୟାନେଲ ଓକିଲ ମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I
Sonapur, Subarnapur (Sonepur) | Aug 26, 2025
ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ମିଳନୀ କକ୍ଷ ଠାରେ ପ୍ୟାନେଲ ଓକିଲ ମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ତାଲିମ ଶିବିରରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ଶ୍ରୀ ଦେବାଶିଷ ଦାସ- “ Legal Services Authorities Act, 1987 & Scheme there under and Role and Responsibilities of Legal Services Lawyers” ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ, କିଶୋର ନ୍ୟାୟ ବୋର୍ଡ଼ ର ସଦସ୍ୟ ରଂଜିତା ସାହୁ-“Sexual Harassment of Women at Work Place & Juvenile Justice Laws” ଉପରେ ତାଲିମ ପ୍ରଦାନ କରିଥିଲେ, ସରକାରୀ ଓକିଲ