Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ।ପୁରୁଣା ସଦର ଥାନା ଲେନ ରେ ରହୁଥିବା ଯୋଗାଣ ବିଭାଗ ଡିଲର୍ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଅଗ୍ନିକାଣ୍ଡ l

Puri M, Puri | Aug 23, 2025
ଯୋଗାଣ ବିଭାଗ ଡିଲର୍ ଙ୍କ ଘରେ ଲାଗିଲା ନିଆଁ ।ପୁରୁଣା ସଦର ଥାନା ଲେନ ରେ ରହୁଥିବା ଯୋଗାଣ ବିଭାଗ ଡିଲର୍ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଅଗ୍ନିକାଣ୍ଡ। ଆଜି ରାତି ପ୍ରାୟ ସାଢେ ୧୦ଟା ବେଳେ ଘଟିଥିଲା ଘଟଣା।ଅଧ ଘଣ୍ଟା ପରେ ନିଆଁ କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। ପୁରୁଣା ସଦର ଥାନା ଲେନରେ ଏହି ଅଗ୍ନିକାଣ୍ଡ ଘଟିଛି।ହୁତୁ ହୂତୁ ହୋଇ ନିଆଁ ଜଳିବା ସହ ସମଗ୍ର ଅଞ୍ଚଳ କଳା ଧୂଆଁରେ ଭର୍ତି ହୋଇଥିଲା । ସହ ନିଆଁର ପ୍ରକୋପ ବଢି ବଢି ଚାଲିଥିଲା। କଳା ଧୂଆଁ ଯୋଗୁ ସମ୍ପୃକ୍ତ ରାସ୍ତାରେ ଯାତାୟାତ ବନ୍ଦ୍ ହୋଇଥିବା ବେଳେ ଉପର ମହଲା ଘରେ କେହି ନଥିବାରୁ କବାଟ ବନ୍ଦ ଥିଲା।
Read More News
T & CPrivacy PolicyContact Us