This browser does not support the video element.
ଜୁଜୁମୁରା: ଜୁଜୁମୁରା ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ
Jujomura, Sambalpur | Sep 10, 2025
ଜୁଜୁମୁରା ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ।ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ବୁଧବାର ସକାଳେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ବ୍ଳକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ ଭାବରେ ପିଇବା ପାଣି , ରାସ୍ତା ନିର୍ମାଣ , ଆବାସ ଯୋଜନାରେ ଘର ପ୍ରଭୃତିର ଆଲୋଚନା କରାଯାଇଥିଲା ।