Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଜାତୀୟ ରାଜପଥ ମାଳତୀପାଟପୁର ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l

Puri M, Puri | Aug 25, 2025
ଜାତୀୟ ରାଜପଥ ମାଳତୀପାଟପୁର ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଯୁବକଙ୍କ ମୃତଦେହ ସଦର ଥାନା ପୁଲିସ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି l ଯୁବକଙ୍କ ପରିଚୟ ଚନ୍ଦନପୁର ଥାନା ଅନ୍ତର୍ଗତ ଜାତିପୁରର ଦିଲ୍ଲୀପ ପ୍ରଧାନ ୩୦ l ପ୍ରକାଶ ଯେ ଗତ ରବିବାର ବିଳମ୍ବିତ ରାତ୍ରରେ ଦିଲ୍ଲୀପ ତାଙ୍କର ଓଡି ୦୨ଏଆର ୫୩୫୧ ନମ୍ବର ବିଶିଷ୍ଟ ବାଇକ ଯୋଗେ ପୁରୀରୁ ଘରକୁ ଫେରୁଥିଲେ l ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦିଲ୍ଲୀପ ଭାରସାମ୍ୟ ହରାଇ ବାଇକ ସହ ନିସ୍ତେଜ ଅବସ୍ଥାରେ ପଡ଼ିଥିଲେ l
Read More News
T & CPrivacy PolicyContact Us