Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଅରଖକୁଦା ଭାଗବତ ସାହିରେ 800 ଲିଟର ପୋଚା, 20 କିଲୋଗ୍ରାମ ପିଡିଆ, 15 କିଲୋଗ୍ରାମ ୟୁରିଆ ସାରା ନଷ୍ଟ କରିଛି ପୋଲିସ l

Puri M, Puri | Sep 8, 2025
ଅରଖକୁଦା ଭାଗବତ ସାହିରେ 800 ଲିଟର ପୋଚା, 20 କିଲୋଗ୍ରାମ ପିଡିଆ, 15 କିଲୋଗ୍ରାମ ୟୁରିଆ ସାରା ନଷ୍ଟ କରିଛି ପୋଲିସ l ବେଆଇନ ପୋଚ ବେପାର ନେଇ ପୋଲିସ କୁ ଖବର ମିଳିଥିଲା l ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ନଷ୍ଟ କରିଛି l
Read More News
T & CPrivacy PolicyContact Us