Download Now Banner

This browser does not support the video element.

ଧମା: ସାହାସପୁର ଗ୍ରାମ ନିକଟ ଭୁଆସେନ ପଡାରୁ ଆହତ ଅଜଗର ସାପ ଉଦ୍ଧାର

Dhama, Sambalpur | Sep 24, 2025
ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମ ପୁଟିଆପାଲି ପେଟ୍ରୋଲ ପମ୍ପ ନିକଟ ଭୁଆସେନ ପଡ଼ାରୁ ବୁଧବାର ସକାଳେ ୧୦ ଫୁଟ ଲମ୍ବର ଏକ ଆହତ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି ରାସ୍ତା ପାରି ହେଉଥିବା ସମୟରେ କୈାଣସି ଏକ ଗାଡ଼ି ତାକୁ ମଡାଇ ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ ର କର୍ମଚାରୀ ମନଜିତ ନାଏକ ପହଞ୍ଚି ଉଦ୍ଧାର କରିଥିଲେ । ଏବଂ ଜଂଗଲରେ ନେଇ ଛାଡ଼ି ଦେଇଥିଲେ ।‌ହେଲେ କିଛି ସମୟ ପରେ ସାପଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us