This browser does not support the video element.
ବରଗଡ: ଖଜୁରଟିକ୍ରା ଠାରେ ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ 54 ୟୁନିଟ ରକ୍ତ ସଂଗ୍ରହ
Bargarh, Bargarh (Baragarh) | Aug 25, 2025
ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିରରୁ ମୋଟ 54 ୟୁନିଟ ରକ୍ତ ସଂଗୃହୀତ | ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀଙ୍କ ୧୮ ତମ ପୂଣ୍ୟ ତିଥି ଅବସରରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ବରଗଡ଼ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ସ୍ଥିତ ଖଜୁରଟିକ୍ରାରେ ସୋମବାର ଅପରାହ୍ନ 3 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ବରଗଡ଼ କଳ୍ପନା ମାଝୀ,ରେଜିଷ୍ଟ୍ରି ଅଫିସର ଶ୍ରୀମତୀ ସମୀକ୍ଷା ନାୟକ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।