Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଖଣ୍ଡା ଚୋଟରେ ଦୋକାନ ଭାଙ୍ଗିଲେ ଦୃର୍ବୁତ୍ତ,ବଡ଼ଦାଣ୍ଡ ରେ ଅଭିଯୋଗ କଲେ ଦୋକାନୀ l

Puri M, Puri | Aug 27, 2025
ଦିନ ଦ୍ବିପହରରେ ବୁଲିଲା ଖଣ୍ଡା ।ଶରଧାବାଲି ରେ ବୁଲିଲା ଖଣ୍ଡା।3 ଫୁଟିଆ ଖଣ୍ଡା ବୁଲାଇ ଦୁବୃର୍ତ୍ତ ଖେଲେଇଲେ ଆତଙ୍କ ।ଖଜା ଦୋକାନୀ କୁ ଆକ୍ରମଣ ।ଗଣେଶ ପୂଜାରେ ଶ୍ରୀକ୍ଷେତ୍ରରେ ଗଣ୍ଡଗୋଳ ।ରାଗରେ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜା କୁ ହାଣି ପକାଇଲେ ।ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ସୂଚନା । ତେବେ ଶରଧାବାଲି ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ସୌମ୍ୟ ପାତ୍ରଙ୍କ ଖଜା ଦୋକାନକୁ ଆକ୍ରମଣ ହୋଇଛି ।ଦିନ ଦ୍ବିପହରରେ ସମସ୍ତଙ୍କ ଆଖି ସାମନାରେ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ,3 ଦୁବୃର୍ତ୍ତ । ଶ୍ୱାଶ୍ୱତ ମହାନ୍ତି,ସମ୍ବିତ ମହାନ୍ତି ଓ ବିଷ୍ଣୁ, ଏଇ ତିନି ଜଣ ଘଟାଇଛନ୍ତି ବୋଲି ଅଭିଯୋଗ l
Read More News
T & CPrivacy PolicyContact Us