Download Now Banner

This browser does not support the video element.

ଆଠମଲ୍ଲିକ: ବରପଦର ଗ୍ରାମର ରୂପାଲି ଦାସଙ୍କୁ ସ୍ଵାମୀ, ଦିଅର ଓ ଶାଶୁର ନିର୍ଯାତନା ଅଭିଯୋଗ

Athmallik, Angul | Aug 25, 2025
ସଂଯୁକ୍ତ। ଦାସ , ଦିଅର ଚିକୁ ଦାସ ନିର୍ଯାତନା ଦେଉଥିବା ରୂପାଲି ରବିବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୨୪୪/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଦୀର୍ଘ ବର୍ଷ ହେବ ରୂପାଲି ରୀଙ୍କୁ ଙ୍କୁ ବିବାହ କରିଥିଲେ । ତାଙ୍କର ୨ ଟି ସନ୍ତାନ ଥିବା ବେଳେ ତାଙ୍କୁ କିଛି ମାସ ହେବ ବିନା କାରଣ ରେ ତାଙ୍କ ସ୍ଵାମୀ ଶାଶୁ , ଦିଅର ନିର୍ଯାତନା ଦେବା ସହ ମାଡ ମାରି ଘରୁ ବାହାର କରିଦ
Read More News
T & CPrivacy PolicyContact Us