This browser does not support the video element.
ମାଲକାନଗିରି: ଦୋରାଗୁଡାରେ ଚାଷୀମାନଙ୍କୁ ସାର ବଣ୍ଟନ କଲେ ଚିତ୍ରକୋଣ୍ଡା ବିଧାୟକ
Malkangiri, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ପଂଚାୟତ ଗସ୍ତରେ ଯାଇଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଏହି ପରିପ୍ରେକ୍ଷୀରେ ସେ ଦୋରାଗୁଡା ସଦର ପଂଚାୟତକୁ ଦିନ ୧୨ଟା ସମୟରେ ଯାଇଥିଲେ। ସେଠାରେ ଲ୍ୟାମ୍ପସ ପକ୍ଷରୁ ଦିଆ ଯାଉଥିବା ସାରକୁ ନିଜ ହାତରେ ବୋହି ଚାଷୀମାନଙ୍କୁ ସାର ବଣ୍ଟନ କଲେ ଚିତ୍ରକୋଣ୍ଡା ବିଧାୟକ। ଏଥିସହ ସାର ର କଳା ବଜାରୀ ଯଦି ହୁଏ ତାହେଲେ ତୁରନ୍ତ ଚାଷୀମାନେ ବିଧାୟକଙ୍କୁ ଜଣାଇବା ପାଇଁ କହିଥିଲେ। ସେହି ସମୟରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଶୁଣି ସେ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଶ୍ରୀ ଖିଲ। ବିଧାୟକଙ୍କ ଏପରି