Download Now Banner

This browser does not support the video element.

ଲକ୍ଷ୍ମୀପୁର: ବର୍ଷାରେ ଧୋଇଗଲା ପଣସପୁଟ ରାସ୍ତା #jansamasya

Lakshmipur, Koraput | Sep 29, 2025
ଲକ୍ଷ୍ମୀପୁର ବ୍ଲକ ସଦର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ପଣସପୁଟ ଗ୍ରାମ ରାସ୍ତା ଅତି ସୋଚନୀୟ ହୋଇ ପଡିଛି।ରାସ୍ତା ଖରାପ ହୋଇ ଅନେକ ଦିନ ବିତିଲାଣି ହେଲେ ଏଯାଏଁ ପ୍ରଶାସନର ଦୃଷ୍ଟି ପଡିଲା ନାହିଁ।ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ରାସ୍ତା ଅବସ୍ଥା ସୋଚନୀୟ ହୋଇ ଅନେକଥର ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଉଛି।ବର୍ତମାନ ଲଗାଣ ବର୍ଷାରେ ସମ୍ପୂର୍ଣ ରାସ୍ତା ଧୋଇ ହୋଇ ବଡ ସମସ୍ୟା ସୃଷ୍ଟି କରିଛି।
Read More News
T & CPrivacy PolicyContact Us