Install App
arunkshadangi40
This browser does not support the video element.
ଜି ଉଦୟଗିରି: ସମୟ ନିର୍ଘଣ୍ଟ କୁ ନେଇ ଟିକାବାଲି ରେ ଦୁଇ ଯାତ୍ରୀ ବାହୀ ବସ ମଧ୍ୟରେ ଗଣ୍ଡ ଗୋଳ, ଟିକାବାଲି ଥାନାରେ ରେ ଦୁଇଟି ମାମଲା ରୁଜୁ
G Udayagiri, Kandhamal | Sep 13, 2025
ସମୟ ନିର୍ଘଣ୍ଟ କୁ ନେଇ ଟିକାବାଲି ରେ ଦୁଇ ଯାତ୍ରୀ ବାହୀ ବସ ମଧ୍ୟରେ ଗଣ୍ଡ ଗୋଳ, ଟିକାବାଲି ଥାନାରେ ରେ ଅଭିଯୋଗ, ଅଭିଯୋଗ କୁ ଆଧାର କରି ଟିକାବାଲି ପୋଲିସ ଦୁଇଟି ମାମଲା ରୁଜୁ କରିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି. ଏ ନେଇ ଥାନାରେ 199,200/2025 ରେ ଦୁଇଟି ମାମଲା ରୁଜୁ ହୋଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!