This browser does not support the video element.
ଝରିଗାଁ: ମଙ୍ଗରାଚଚରା ଗ୍ରାମରେ ଏସଏଚଜି ମହିଳାଙ୍କ ଦ୍ୱାରା ଠାକୁରାଣୀ ମନ୍ଦିର ପରିସରରେ କରାଗଲା ବୃକ୍ଷରୋପଣ
Jharigan, Nabarangpur | Jul 2, 2024
ମଙ୍ଗରାଚଚରା ଗ୍ରାମର ସୟଂ ସହାୟିକା ମହିଳାମାନେ ଆଜି ଏକତ୍ରିତ ହୋଇ ଗ୍ରାମରେ ଥିବା ମା ଠାକୁରାଣୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଲିଛି।ଆଜି ମନ୍ଦିର ପରିସରରେ ପାଖାପାଖି ୩୦ଟି ବୃକ୍ଷରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ ଗ୍ରାମର ସମସ୍ତ ଅନୁଷ୍ଠାନିକ ସ୍ଥାନ ମାନଙ୍କରେ ପାଖାପାଖି ୧୫୦ଟି ବୃକ୍ଷରୋପଣ କରାଯିବା ନେଇ ସିଆରସି ବାସନ୍ତୀ ପୂଜାରୀ ସୂଚନା ଦେଇଛନ୍ତି |