Download Now Banner

This browser does not support the video element.

କାକଟପୁର: କାକଟପୁର ରେ କଂଗ୍ରେସ ତରଫରୁ କାକଟପୁର NAC ଦାବିରେ ୧୨ଘଣ୍ଟିଆ ବନ୍ଦ ସଫଳ

Kakatpur, Puri | Aug 28, 2025
ଏନ ଏ ସି ଦାବୀରେ କଂଗ୍ରେସ ୧୨ଘଣ୍ଟିଆ କାକଟପୁର ବନ୍ଦ :-ଦୋକାନ ବଜାର ବନ୍ଦ :-ପିକେଟିଂ କରି ଗାଡି ମୋଟର ବନ୍ଦ କଲେ କର୍ମୀ କାକଟପୁର /ଅସ୍ତରଙ୍ଗ :-୨୮/୦୮:- ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୦୨୪ରେ କାକଟପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି )ମାନ୍ୟତା ମିଳିଲା ବୋଲି ଘୋଷଣା କରିଥିଲେ। ହେଲେ ଘୋଷଣା କୁ ୧୮ମାସ ପରେ ନୂତନ ରାଜ୍ୟ ସରକାର ଏନଏସି ତାଲିକାରୁ କାକଟପୁର କୁ ବାଦ ଦେଇଥିବା ଜଣାପଡିଛି। ଯାହାକୁ ନେଇ କାକଟପୁର ରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣ ଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।କିନ୍ତୁ ନୂତନ ସରକାରରେ ମୁଖ୍ୟମନ୍ତ୍ରୀ ୧୨ଟି ଏନ ଏ
Read More News
T & CPrivacy PolicyContact Us