Download Now Banner

This browser does not support the video element.

ସୋନପୁର: ମାରୁତି ନଗର ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଜୟାଦଶମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Sonapur, Subarnapur (Sonepur) | Oct 2, 2025
ଆଜି ସୋନପୁର ର ମାରୁତି ନଗର ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଜୟାଦଶମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆରେଏସଏସର ସ୍ଵୟଂସେବକ ମାନେ ଶାରୀରିକ ପ୍ରଦର୍ଶନ, ସଞ୍ଚଳନ ସହିତ ସଂଘର ବିଚାର ପଞ୍ଚ ପର୍ବର୍ତ୍ତନ୍ ଦ୍ଵାର ବିଶ୍ୱରେ ଦେଶକୁ ପରମ ବୈଭବସାଳୀ କରିବାକୁ ପ୍ରୟାସର କରିବା ପାଇଁ ବୌଦ୍ଧିକ ମାଧ୍ୟମରେ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବେ ଅଦିତ୍ଯ ସାହୁ ସମାଜ ସେବି ସମ୍ମନୀତ ଅତିଥି ଭାବେ ଶିବପାତ୍ର ନଗର ସଂଘଚାଳକ, ଜୟରଥ ଜଗଦଲା ସହଜିଲ୍ଲା ସଂଘଚାଳକ , ମୂଖ୍ୟ ବକ୍ତା ଧବେଦ୍ର ବଡମାଲି ଜିଲ୍ଲା କାର୍ଯ୍ୟବାହ କ
Read More News
T & CPrivacy PolicyContact Us