Download Now Banner

This browser does not support the video element.

ସୋନପୁର: ସଦର ର ପ୍ରିଣ୍ଟ ମିଡିଆ ର ସମସ୍ତ ସଦସ୍ୟ ଜିଲ୍ଲାପାଳ ଙ୍କୁ ସାକ୍ଷାତ୍ କରି ସହର ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା

Sonapur, Subarnapur (Sonepur) | Sep 3, 2025
ଆଜି ସୁବର୍ଣ୍ଣପୁର ସଦର ର ପ୍ରିଣ୍ଟ ମିଡିଆ ର ସମସ୍ତ ସଦସ୍ୟ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ୍ କରି ସହର ତଥା ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଥିବା ବେଳେ ପ୍ରଶାସନ ସହ ଗଣମାଧ୍ୟମ ଯେଭଳି ସୌହାର୍ଦୀପୂର୍ଣ୍ଣ ବାତାବରଣ ଓ ସମନ୍ବୟ ରକ୍ଷା କରି ସହଯୋଗ କରି ଆସୁଛି, ରାଜ୍ୟ ସରକାର ପ୍ରଶାସନ ର ଜରିଆରେ କରୁଥିବା ବିଭିନ୍ନ ଯୋଜନା କୁ ପ୍ରଚାର ପ୍ରସାର ମାଧ୍ୟମ ରେ ଲୋକ ଙ୍କ ପାଖକୁ ପହଞ୍ଚାଉଛି, ଦିନ ରାତି ଜୀବନ କୁ ବାଜି ଲଗାଇ କାମ କରୁଛି, ପ୍ରଶାସନ ର କୌଣସି ବି ବିଭାଗ ସେଭଳି ଗଣ ମାଧ୍ୟମ କୁ ଅଣଦେଖା ନ କରି ବାକୁ
Read More News
T & CPrivacy PolicyContact Us