Download Now Banner

This browser does not support the video element.

ବଲାଙ୍ଗୀର: ପୌରପାଳିକା କାର୍ଯ୍ୟାଳୟ ଠାରେ ସ୍ୱlୟତ୍ତଶାସନ ଦିବସ ଅବସର ରେ ପ୍ରତିକ୍ରିୟା ରଖିଲେ ପୌରାଧ୍ୟକ୍ଷା ଲିକା ସାହୁ

Balangir, Balangir | Aug 31, 2025
ଆଜି ସ୍ୱୟତ୍ତଶାସନ ଦିବସ ଅବସରରେ ପୌରପାଳିକା କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏଥିରେ ପୌରାଧ୍ୟକ୍ଷା ଲିକା ସାହୁ ପ୍ରତିକ୍ରିୟା ରଖି କହିଲେ— ସ୍ୱୟତ୍ତଶାସନ ଦିନଟି ହେଉଛି ସାଧାରଣ ଲୋକଙ୍କର ଅଧିକାର ସୁନିଶ୍ଚିତ କରିବାର ଦିନ। ସେ ପୌରବାସୀଙ୍କ ସହଭାଗୀତାକୁ ଆବଶ୍ୟକ କହି, ସ୍ୱଚ୍ଛ ସହର, ସୁସଂଗଠିତ ପ୍ରଶାସନ ଓ ଉନ୍ନତିମାନ୍ୟ ପାଇଁ ସମସ୍ତଙ୍କୁ ଆଗୁଆ କରିବାକୁ ଆହ୍ୱାନ ଜଣାଇଲେ।
Read More News
T & CPrivacy PolicyContact Us