Download Now Banner

This browser does not support the video element.

ଫୁଲବାଣୀ ସହର: ପକ୍ସୋ ନିୟମ ଉପରେ ଏକ ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଛି।ଜିଲ୍ଲା ପ୍ରଶାସନ,ସ୍ଵାତୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Phulabani Town, Kandhamal | Aug 30, 2025
ପକ୍ସୋ ନିୟମ ଉପରେ ଏକ ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଛି।ଜିଲ୍ଲା ପ୍ରଶାସନ,ସ୍ଵାତୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ନିୟମ କିପରି ସମସ୍ତେ ଜାଣି ପାରିବେ ଏବଂ ଏହା ଉପରେ କିପରି ସତର୍କତା ଅବଲମ୍ବନ କରି ପାରିବେ ସେ ଉପରେ ସୂଚନା ପ୍ରଦାନ କରାଯାଇଥିଲା।ବର୍ତ୍ତମାନ ଏହି ଆଇନ କୁ କିପରି ସରକାର ତୀକ୍ଷ୍ମ ଦୃଷ୍ଟି ଦେଉଛନ୍ତି ସେ ଉପରେ ସୂଚନା ପ୍ରଦାନ କରାଯାଇଥିଲା।
Read More News
T & CPrivacy PolicyContact Us