This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସି ଏମ କିଶାନ ଯୋଜନା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ
Baleshwar M, Balasore | Aug 27, 2025
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଆଜି ସି ଏମ କିଶାନ ଯୋଜନାର କିସ୍ତି ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଆଜି ପୂର୍ବାହ୍ନ ୧୧.୩୦ ରୁ ଦିନ ୧ ଟା ପର୍ଯ୍ୟନ୍ତ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସି ଏମ କିଶାନ ଯୋଜନାର ସହାୟତା ରାଶି କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଚାଷୀ ମାନଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ସରକାର ସି ଏମ କିଶାନ ସମୃଦ୍ଧି ଯୋଜନା କରିଛନ୍ତି ବୋଲି ବକ୍ତବ୍ୟରେ କହିଥିଲେ।