Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଦୁର୍ଗାପୂଜା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Dabugan, Nabarangpur | Sep 13, 2025
ଆଜି ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଦୁର୍ଗାପୂଜା ନେଇ ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଇନ ଶୃଙ୍ଖଳା କିପରି ରହିବ ସେନେଇ ଆଲୋଚନା ହୋଇଥିଲା | ଆଲୋକ ବ୍ୟାବସ୍ଥା, ପୂଜା ପେଣ୍ଡାଲରେ ସିସି ଟିଭି ଲଗାଇବା, ସହର ସହ ମୃଗ ବିହାର ଠାରୁ ପାପଡାହାଣ୍ଡି ପର୍ଯ୍ୟନ୍ତ ଆଲୋକିକରଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା | ବିଡିଓ କପିଲଦେବ ସାହୁ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଏସ୍ଡ଼ିପିଓ ସତ୍ୟଜିତ କାଣ୍ଡେଲକର, ଆଇଆଇସି ଦୀପକ ଜେନା, ତହସିଲଦାର ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |
Read More News
T & CPrivacy PolicyContact Us