Install App
jagatsinghpur224
This browser does not support the video element.
ଜଗତସିଂହପୁର: ବଡ଼କୋରକୋର ଗ୍ରାମ ରାସ୍ତାର ଦୁରାବସ୍ଥା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ,ପ୍ରତିକ୍ରିୟା ରଖିଲେ ମାନସ ରଞ୍ଜନ ପଣ୍ଡା
Jagatsinghapur, Jagatsinghpur | Sep 10, 2025
ରଘୁନାଥପୁର ବ୍ଲକ ବଡ଼କୋରକୋର ଗ୍ରାମର ରାସ୍ତାର ଦୁରାବସ୍ଥା ନେଇ ଅଭିଯୋଗ ଆଣି ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ । ଉକ୍ତ ଗ୍ରାମରେ ଥିବା ଏକ ପ୍ରମୁଖ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଏହାକୁ କଚ୍ଚା ରାସ୍ତା ନିର୍ମାଣ ଦାବିକରି ଆଜି ଦିନ ୪ ଟା ସମୟରେ କୋରକୋର ଗ୍ରାମରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
Share
Read More News
T & C
Privacy Policy
Contact Us
Your browser does not support JavaScript!