Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ରଣସାହି ଠାରେ ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଛେଚିଲେ ଗ୍ରାମବାସୀ,ଭିଡିଓ ଭାଇରାଲ

Baleshwar M, Balasore | Sep 11, 2025
ଛେଳି ଚୋରି ଅଭିଯୋଗ ରେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ।ଆଜି ପୂର୍ବାହ୍ନ ୧୧ ଟାରେ ହୋଇଛି ଭିଡିଓ ଭାଇରାଲ।ଏଭଳି ଘଟଣା ଘଟିଛି ବାଲେଶ୍ଵର ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର।ଗତକାଲି ରଣସାହିରେ ଛେଳି ଚୋରି କରିଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇ ଯାଇଥିବା ବେଳେ ଜଣେ ଯୁବକ ଙ୍କୁ ଗ୍ରାମବାସୀ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଛେଚି ଥିଲେ।
Read More News
T & CPrivacy PolicyContact Us