Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପାର୍ବତୀ ପୁର ରେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ ସହିତ କୋର୍ଟ ଚାଲାଣ l

Puri M, Puri | Aug 26, 2025
ପାର୍ବତୀ ପୁର ରେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ ସହିତ କୋର୍ଟ ଚାଲାଣ l ଗିରଫ ଅଭିଯୁକ୍ତ ହେଲେ ବାସେଳୀସାହି ଥାନା ଅଧୀନ ଲୋକନାଥ ଘାଟ ପାର୍ବତୀ ପୁର ର ଅଭିମନ୍ୟୁ ଦଳେଇ l ଅଭିମନ୍ୟୁ ପାର୍ବତୀ ପୁରରେ ବ୍ରାଉନ ସୁଗାର ବେପାର କରୁଥିଲେ l ଖବର ପାଇ ଅବକାରୀ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିମନ୍ୟୁ କୁ ଗିରଫ କରିଥିଲା ଏବଂ ତା ନିକଟରୁ 102 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ l ଆଜି ଅଭିଯୁକ୍ତ କୁ ଗିରଫ କରି ଅବକାରୀ ଆକ୍ଟ ରେ ଆଜି ମୁଦାଲାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us