This browser does not support the video element.
ଡାବୁଗାଁ: *ଡାବୁଗାଁ ଗଜଲକ୍ଷ୍ମୀ ପୂଜା ପାଇଁ ଅଙ୍ଗିନଦୀରୁ ମାଟି ଅନୁକୂଳ*
Dabugan, Nabarangpur | Sep 2, 2025
ଡାବୁଗାଁ ସଦର ମହାକୁମା ସ୍ଥିତ ରେଲିସାହିରେ ହେଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ । ଏବର୍ଷ ଧୁମଧାମରେ ପାଳନ କରିବା ପାଇଁ ସ୍ଥିର କରିଛନ୍ତି ସହି ବାସିନ୍ଦା ଏବଂ ଗଜଲକ୍ଷ୍ମୀ ପୂଜା କମିଟି । ଆଜି ଡାବୁଗାଁ ସ୍ଥିତ ଅଙ୍ଗିନଦୀ ଠାରୁ ସମ୍ପୂର୍ଣ ରୀତି ନୀତିରେ ମୁଖ୍ୟପୂଜକ ଚୈତନ୍ୟ ଦାସ,ରଂଜିତ ଘଡାଇ,ଗୋବିନ୍ଦ ପଣ୍ଡା,ମୂର୍ତ୍ତି କାରିଗର ତିରପତି ଜେନା ତଥା ଅନ୍ୟପୂଜକ ମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନାକରି ମାଟି ଅନୁକୁଳ କରାଯାଇଛି । ଆଜି ଏହି ଅବସରରେ ପୂଜାକମିଟି ସଦର୍ଶମାନେ ପାପନା ରେଲି ,ରାମ ରେଲି, ଜଗନ୍ନାଥ ରେଲି,ମନୁ ରେଲି,ତାରିଣୀ ରେଲି ପ୍ରମ୍ମୁକ ଉପସ୍ଥିତ ଥିଲେ