Download Now Banner

This browser does not support the video element.

ଝାରପୋଖରିଆ: ସାରସକଣା ଚିନ୍ତା ବଢ଼େଇଲାଣି ଡିଜିଟାଲ ମିଡ଼ିଆ, ବୁଢ଼ା ଠାରୁ ଭେଣ୍ଡିଆଙ୍କୁ ମୋବାଇଲ କରୁଛି ପାଗଳ ପ୍ରତିକ୍ରିୟା ରଖିଲେ ଶିକ୍ଷକ ମହେଶ୍ବର ବେହେରା

Jharpokharia, Mayurbhanj | Oct 12, 2024
ଆଜିକାଲି ପିଲା ଠାରୁ ବୁଢା ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ମୋବାଇଲ ସେ 4G ହେଉ କି 5G । ଡିଜିଟାଲ୍ ନିଶା ଏତେ ମାତ୍ରାରେ ଘାରିଛି ଯେ ରୋଷେଇ ଘରେ ଗୃହିଣୀ ରୋଷେଇ କରୁ କରୁ ବାମ ହାତରେ ମୋବାଇଲ ଓ ଡାହାଣ ହାତରେ ଖୁଶୁଣି । ଅନ୍ୟ ପଟେ ଛୋଟ ପିଲାମାନେ ମୋବାଇଲ ବିନା ମାଆ ଠାରୁ କ୍ଷୀର ପିଇବା ମଧ୍ୟ ଛାଡି ଦେଉଛନ୍ତି । ଏମିତି କି ପିଲାଙ୍କ ଆଚାର ବ୍ୟବହାରକୁ ନେଇ ଶିକ୍ଷକ ମହେଶ୍ୱର ବେହେରା ୪ଟା ସମୟରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋବାଇଲ ଠାରୁ ଦୂରେଇ ରହିବା ପାଇଁ । ଛୋଟ ଛୋଟ କଥା ନେଇ ଏମାନେ ବାପାମା’ଙ୍କ ଉପରେ ଚିତ୍କାର ଓ କ୍ରୋଧ ପ୍ରକାଶ କରୁଛନ୍ତି ।
Read More News
T & CPrivacy PolicyContact Us