This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଖାନନଗର ପଞ୍ଚାୟତରେ ନଳକୂପ ଖନନକୁ ନେଇ ଉତ୍ତେଜନା
Baleshwar M, Balasore | Aug 22, 2025
ଖାନନଗର ପଞ୍ଚାୟତରେ ପିଇବା ପାଣିକୁ ନେଇ ଗ୍ରାମରେ ଉତ୍ତେଜନା। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଖାନନଗର ପଞ୍ଚାୟତର ଶୁଣ୍ଡିଆ ସାହୀରେ ୪୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ହେଲେ ପିଇବା ପାଣିର ଘୋର ଅଭାବ ଦେଖିବାକୁ ମିଳିଛି ବର୍ଷା ଦିନରେ। କିନ୍ତୁ ଅପରପକ୍ଷେ ଗ୍ରାମର ସରପଞ୍ଚ ଆବଶ୍ୟକ ସ୍ତଳେ ନଳକୂପ ନ ବଶାଇ ଏକ ଅନାବଶ୍ୟକ ଜାଗାରେ ନଳକୂପ ବସାଉଛନ୍ତି। ଏନେଇ ଗ୍ରାମବାସୀ ଶୁକ୍ରବାର ଅପରାହ୍ନ ୪ଘଟିକାରେ ପ୍ରତିକ୍ରିୟାରଖିଛନ୍ତି