This browser does not support the video element.
ଢେଙ୍କାନାଳ ସଦର: ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମାହୁତି ଘଟଣାରେ ବନ୍ଧାହେଲେ ଦିଅର
Dhenkanal Sadar, Dhenkanal | Aug 24, 2025
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ଗତ କାଲି ସନ୍ଧ୍ୟାରେ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ବେଳେ ପୋଲିସ ଉଦ୍ଧାର କରିଥିଲା । ମହିଳାଙ୍କ ଅଭିଯୋଗକୁ ଭିତି କରି ସଂପର୍କୀୟ ଦିଅରଙ୍କୁ ପୋଲିସ ବାନ୍ଧିଥିବା ଆଜି ସନ୍ଧ୍ୟା ୭ଟାରେ ଜଣାପଡିଛି I ସଂପର୍କୀୟ ଦିଅର ଜଣଙ୍କ ହେଲେ ଟାଉନ ଥାନା ରାମେଶ୍ଵର ପୁରର ସୁବାଶ ନାଥ ।