Download Now Banner

This browser does not support the video element.

ସୋନପୁର: ତରଭା ପଂଚାୟତ ସମିତି କାର୍ଯ୍ୟାଳୟରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sonapur, Subarnapur (Sonepur) | Sep 3, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ପଂଚାୟତ ସମିତି କାର୍ଯ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ସମିତି ଅଧ୍ୟକ୍ଷ ସୋରଜ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଙ୍ଗାରାମ ବୁଡ଼େକ, ଜିଲ୍ଲା ସାମାଜିକ ସମୀକ୍ଷକ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ବିଜୟ ବିଶ୍ୱାଳ ଯୋଗ ଦେଇଥିବାବେଳେ, କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ
Read More News
T & CPrivacy PolicyContact Us