This browser does not support the video element.
ଝାରସୁଗୁଡା: ରାଧାମାଧବ କ୍ଲବ ବୃନ୍ଦାମାଲ ପକ୍ଷରୁ ସହରରେ ଗଜାନନ ଶ୍ରୀ ଗଣେଷଙ୍କ ଭଷାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ,ମନମୋହିଲା କଟପ୍ପା ନୃତ୍ୟ
Jharsuguda, Jharsuguda | Aug 31, 2025
ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ସ୍ଥିତ ରାଧାମାଧବ କ୍ଲବ ବୃନ୍ଦାମାଲ ଗଣେଷ ପୂଜା କମିଟି ତରଫରୁ ଝାରସୁଗୁଡା ସହରରେ ଗଜାନନ ଶ୍ରୀ ଗଣେଷଙ୍କ ଆଜି ସଂଧ୍ୟା ସାଢେ ପାଞ୍ଚଟା ସମୟରେ ଭଷାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭଷାଣି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ବାଜାର ତାଳେତାଳେ ବିଭୋର ହୋଇ ଭକ୍ତ ମାନେ ଗଜାନନ ଗଣେଷଙ୍କୁ ବିଦାୟ ଦେଇଛନ୍ତି। ଏହି ଭଷାଣି ଶୋଭାଯାତ୍ରାରେ ରେ ଖଟ୍ଟପ୍ୟା ନୃତ୍ୟ ବିଶେଷ ଆକର୍ଷଣ ସାଜିଥିଲା। ଗଜାନନ ଗଣେଷ ଙ୍କ ଭଷାଣି ଶୋଭାଯାତ୍ରା ଅଵସରରେ ସ୍ଥାନୀୟ ଅଞ୍ଚଳର ଅନେକ