This browser does not support the video element.
ରେଢାଖୋଲ: ମୁଣ୍ଡା ପଡ଼ାରେ ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀପଲ
Rairakhol, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ଜାମଟାଲ ଗ୍ରାମର ମୁଣ୍ଡା ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ସାତ ଟିକିଆ ହାତୀ ପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗ୍ରାମର ବିଦୁମୁଣ୍ଡା , ହରି ମୁଣ୍ଡା ଓ ଜଗବନ୍ଧୁ ହରଙ୍କ ୨ ଏକର ରୁ ଅଧିକ ଧାନ ଫସଲ ନଷ୍ଟ କରିଛନ୍ତି । ଏନେଇ ସୋମବାର ସକାଳେ ହାତୀପଲ ଙ୍କ ଦ୍ଵାରା କ୍ଷତି ହୋଇଥିବା ଧାନ ଫସଲର ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଚାଷିମାନେ ଦାବି କରିଛନ୍ତି ।