This browser does not support the video element.
ବଲାଙ୍ଗୀର: ନୂଆଖାଇରେ ଭୀମ ଭୋଇ ମେଡିକାଲରେ ଖାଦ୍ୟ ବଣ୍ଟନ, ମାହେଶ୍ୱରୀ ସଂଘଟନର ନିଆରା ପ୍ରୟାସ
Balangir, Balangir | Aug 28, 2025
ବଲାଙ୍ଗୀର – ପବିତ୍ର ନୂଆଖାଇ ପର୍ବ ଅବସରରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ଓ ସହଭାଗୀଙ୍କ ପାଇଁ ଖାଦ୍ୟ ବଣ୍ଟନ କଲା ବଲାଙ୍ଗୀର ମାହେଶ୍ୱରୀ ସଂଘଟନ। ପର୍ବରେ ସମସ୍ତ ହୋଟେଲ ଓ ସବୁ ବନ୍ଦ ରହିଥିବାରୁ ଆଗତ ରୋଗୀଙ୍କୁ ଅସୁବିଧା ହେବାକୁ ଭାବି ସଂଘଟନ ଏହି ମାନବିକ ପଦକ୍ଷେପ ନେଇଛି। ଏହି ନିଆରା ପ୍ରୟାସକୁ ହସ୍ପିଟାଲ ପ୍ରାଙ୍ଗଣରେ ଉପସ୍ଥିତ ରୋଗୀ ଓ ସହଭାଗୀମାନେ ଅଭିନନ୍ଦନା ଜଣାଇଛନ୍ତି