Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ବାଣ ବିସ୍ଫୋରଣ ଘଟଣାରେ ୫ ଗିରଫ ବିପୁଳ ବାଣ ଜବତ ବୌଦ୍ଧ ଏସପି ଅଫିସରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି
Baudh Sadar, Boudh (Bauda) | Sep 23, 2025
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ବିସ୍ଫୋରଣ ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଆଲୋକ କାନ୍ତି ଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ ଏଥି ସହିତ ଅନ୍ୟ ୪ ଅଭିଯୁକ୍ତ ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଅନ୍ୟ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଗ୍ରାମର ମାଗିରାମ ବେହେରା, କାହୁଁ ପରିଡ଼ା, ଲକ୍ଷ୍ମୀଧର ପରିଡ଼ା ଓ ପ୍ରଶାନ୍ତ ସାହୁ ।
Share
Read More News
T & C
Privacy Policy
Contact Us
Your browser does not support JavaScript!