This browser does not support the video element.
ସତ୍ୟବାଦୀ: କଣାସ ବ୍ଲକ୍ ଅନ୍ତର୍ଗତ ଗଡବଡ଼ ସାନପୁଟ ଗହିରେ ବଣୁଆ ହାତୀ ଆତଙ୍କ
Satyabadi, Puri | Oct 3, 2025
ଆଜି ପୂର୍ବାହ୍ନ ୧୧ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ବଡ଼ଗଡ଼ ସାନପୁଟ ଗହୀର ବିଲରେ ଦୁଇଟି ବଣୁଆ ହାତୀ ଧାନ ଫସଲ ଖାଉଥିବା ଦେଖିବାକୁ ମିଳିଥିଲା। ହାତୀ ଦୁଇଟି ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଜଣା ପଡିଛି। ଖବର ପାଇ ବନ ବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରହିଛି।